ରୟାଲ୍ଟି ସୋସିଆଲ ସର୍ଭିସ୍

କଟକ, (ନାଗରାଜ ନ୍ୟୁଜ): କଲେଜ୍ ରେ ପଢୁଥିବା ଛୋଟ ଛୋଟ ପିଲା ମାନଙ୍କୁ ନେଇ ହୋଇଥିବା ସାମାଜିକ ସଂଗଠନ ରୟାଲ୍ଟି ସୋସିଆଲ ସର୍ଭିସ୍ ତରଫରୁ ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ପାର୍କ ରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଓ ପଦ୍ମଭୂଷଣ ଡକ୍ଟର ରାଧାନାଥ ଦାସ ଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ କରାଯାଇଛି , ଏହି କାର୍ଯ୍ୟ ରେ ସଂଗଠନ ର ସମ୍ପାଦିକା ମଧୁସ୍ମିତା ସାହୁ , ଅଞ୍ଜଳି ବେଉରା , ଅମିଶା ମହାପାତ୍ର , ବୈଶାଖୀ ସାହୁ , ଅମ୍ରିତ୍ ମହାପାତ୍ର , ଲିଙ୍ଗରାଜ ରାଓ , ପ୍ରଭୁଡତ୍ ମହାପାତ୍ର, ଜାହିର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଂଗଠନ ଟି ଆଗାମୀ ଦିନରେ ଏଭଳି ଆହୁରି ସାମାଜିକ ସଂଗଠନ ରେ ନିଜକୁ ସମର୍ପିତ କରିବ ବୋଲି ସଂଗଠର ର ସଭାପତି ସୌମ୍ୟ ରଞ୍ଜନ ସାହୁ କହିଛନ୍ତି ।

Leave a Reply

Your email address will not be published.