କଟକ ଆଥଲେଟିକ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): କଟକ ବାରବାଟୀ ଷ୍ଟାଡିଅମ ର କ୍ଳବ ହାଉସ ରେ କଟକ ଜିଲ୍ଲା ଆଥଲେଟିକ ଆସୋସିଏସନ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେବ ଏହି ବୈଠକ ଅନୁଷ୍ଠିତ ହେଇ ପାରୁ ନ ଥିଲା ,ଏବେ କରୋନା ର ସ୍ଥିତି ସୁଧୁରିବା ପରେ ଏହି ବୈଠକ ର ଆୟୋଜନ କରାଯାଇଛି । ବୈଠକ ରେ ଆସୋସିଏସନ ର ବରିଷ୍ଟ ସଦସ୍ୟ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ବୈଠକ ରେ ବାର୍ଷିକ ବଜେଟ ,ବାର୍ଷିକ ବିବରଣୀ ସହ ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା।। କଟକ ଜିଲ୍ଲା କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା । ଆଗାମୀ ଦିନରେ କଟକ ଜିଲ୍ଲା କ୍ରୀଡ଼ାର କ୍ଷେତ୍ରରେ ଆହୁରି ଉର୍ଣ୍ଣତି କରିବ ବୋଲି କଟକ ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.