ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ବନ୍ୟା ପାଣିରେ ଭାସିଗଲା କାର । ୪ଜଣକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ବୋଟ । ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ପାଣି ଭିତରେ କାର ଉପରେ ବସି ରହିଥିଲେ ୪ଜଣ । ରାସ୍ତା ଉପରେ ପାଣି ଜାଣି ନପାରି ପୁରାଇ ଦେଇଥିଲେ କାର । ପୁରୁଣା କଟକ ସମ୍ବଲପୁର ରାସ୍ତାର କଟକ ସମ୍ବଲପୁର ରାସ୍ତା୍ର ଘଣ୍ଟିଖାଲ ନିଧିପୁର ଗଡାରେ ଘଟିଛି ଏଭଳି ଘଟଣା । ଏବେବି ପାଣିରେ ବୁଡି ରହିଛି କାର । ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଥିବା ୪ ଜଣକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।