ପାର୍ବଣ ପ୍ରସ୍ତୁତିକୁ ନେଇ କଟକ ମେୟରଙ୍କୁ ଭେଟିଲା କଟକ ମହାନଗର ଶାନ୍ତି କମିଟି

କଟକ,(ନାଗରାଜ ନ୍ୟୁଜ): କରୋନା ପାଇଁ ଗତ 2 ବର୍ଷ କାଳ କଟକରେ କୌଣସି ପୂଜା ପର୍ବ ପାଳନ ହୋଇନଥିବା ବେଳେ ଚଳିତ ବର୍ଷ କିଭଳି ଯାକ ଜାକଜମକରେ କଟକ ସହର ବାସି ପୂଜାକୁ ପାଳନକରିବେ ସେ ନେଇ କଟକ ମହାନଗର ଶାନ୍ତି କମିଟିର କର୍ମ କର୍ତା ଭେଟିଛି CMC ମେୟରଙ୍କୁ l ଆସନ୍ତା ମାସରୁ ଆରମ୍ଭ ହେବ କଟକରେ ପାର୍ବଣ ଋତୁ ଆରମ୍ଭ ଏନେଇ କଟକ ମହାନଗର ନିଗମର ମେୟରଙ୍କୁ ଭେଟିବା ସହ ଆଗାମୀ ଗଣେଶ ପୂଜା ଓ ଦଶହରା ସମୟରେ କଟକର ରାସ୍ତା ଘାଟକୁ ଯଥା ଶୀଘ୍ର ମରାମତି ସାଙ୍ଗକୁ ପଡି ରହିଥିବା ଅଳିଆ ଆବର୍ଜନlକୁ ସହରକୁ ପରିଷ୍କାର କରିବା ଏବଂ ପୂଜା ସମୟରେ କିଭଳି କରେଣ୍ଟର ସୁ ବ୍ୟବସ୍ତା କରାଯାଇ ପାରିବ ସେ ନେଇ ମଧ୍ୟ ଆଲୋକାନ କରାଯାଇଥିଲା । ତବେ ଦଶହରା ପୃବରୁ କସହରର ସମସ୍ତ ଗଳି କାନ୍ଧରେ ଥିବା ରାସ୍ତା ଗୁଡିକୁ ଯଥା ଶୀଘ୍ର ମରାମତି କରୁବାକୁ ଦାବି କରିଛି ଶାନ୍ତି କମିଟି l ସେହି ଭଳି ଦଶହରା ସମୟରେ ଜାଇକା ଯେଭଳି ରାସ୍ତା ଘାଟକୁ ନଖୋଳେ ତାକୁ ଦୁରୁଷ୍ଟି ଦେବାକୁ ଅନୁରୋଧ କରାଯାଇଛି ମେୟରଙ୍କୁ l

Leave a Reply

Your email address will not be published.