ପୋରୁହଅଖୋଜ ଗ୍ରାମପଞ୍ଚାୟତରେ ପ୍ରଥମ ବାର୍ଷିକ ଆଞ୍ଚଳିକ ବାଦିପାଲା ମଞ୍ଚ ଆୟୋଜିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପୋରୁହଖୋଜ ଗ୍ରାମ ପଞ୍ଚାୟତ ରେ ପାଳିତହେଉଛି ଆଞ୍ଚଳିକ ବାଦିପାଲା l ଧୀରେ ଧୀରେ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ସମାଜରୁ ହ୍ରାସ ପାଉଥିବା ବେଳେ ପୋରୂହଖୋଜ ଗ୍ରାମପଞ୍ଚାୟତ ରେ ଏକ ଅଭିନଵ ପ୍ରୟାସରେ ବାଦିପାଲା ର ପୁନଃ ଉପସ୍ଥାପନା କରିଛନ୍ତି, ଏହି ଅନୁଷ୍ଠାନର ଆୟୋଜକ କମିଟି ର ସଭାପତି ପୋରୂହଖୋଜ ଗ୍ରାମପଞ୍ଚାୟତ ର ସରପଞ୍ଚ ରତିକାନ୍ତ ସାହୁ,ଉପସଭାପତି ଗୋବିନ୍ଦଚନ୍ଦ୍ର ସାହୁ, ଅଜିତ ପ୍ରସାଦ ରାଉତ,ସମ୍ପାଦକ ସୁବ୍ରତ କୁମାର ସାହୁ, ସାହସମ୍ପାଦକ, ମନରଞ୍ଜନ ସାହୁ, କୋଷlଦକ୍ଷ, ଅନନ୍ତ ଚରଣ ଶତପଥି, ଉପଦେଷ୍ଟା, ବଳରାମ ସାହୁ, ଦଣ୍ଡଧାର ସାହୁ, ସନାତନ ସାହୁ, ଚିତ୍ତରଞ୍ଜନ କଅଁର ସହଯୋଗୀ ସଭ୍ୟ ବିଶ୍ଵନାଥ ସାହୁ ଏବଂ ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଗାୟକ ପିୟୁଷ ବିଶ୍ୱନାଥ ସ୍ୱାଇଁ, ଗାୟକ ତତ୍ଵବlରିଧି ଜୟଚନ୍ଦ୍ର ବଡ ଦଳାଇ, ପାଲା ପରିବେଷଣ କରିଥିଲେ, l ଚତୃପlଶ୍ୱରୁ ପାଲା ପ୍ରେମୀ ଙ୍କ ଭିଡ ଦେଖିବାକୁ ମିଳିଥିଲା ଏବଂ ଆଞ୍ଚଳିକ ବାଦିପାଲା ମଞ୍ଚ କୁ ପ୍ରଶଂସା ର ସୁଅ ଛୁଟୁଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.