ପୁରୀ ସି ବିଚ୍ ସବଇନିସ୍ପେଟର ସୁବାଶିସ ଦାସଙ୍କ ଦାଦାଗିରୀ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସି ବିଚ୍ ସବଇନିସ୍ପେଟର ସୁବାଶିସ ଦାସଙ୍କ ଦାଦାଗିରୀ । ପୁରୀ ରଥଯାତ୍ରା ପୂର୍ବରୁ ପୁରୀ ଏସପି ସାହେବ ଏବଂ ପୁରି ଜିଲ୍ଲା ପାର ଗଣାମାଧ୍ୟମ ପ୍ରତିନିଧି ଆଇକାର୍ଡ ଏବଂ ପାସ ଦେଖାଇ ସବୁଆଡେ ଯାଇପାରିବେ । ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଦ୍ରଶନ ପାଇଁ ନେଇପାରିବେ । ଏଥିପାଇଁ ମିଡ଼ିଆ ଚାର୍ଜରେ ପୁରୀ ଉପଜିଲ୍ଲାପାଳ ଏବଂ ଜଣେ ଆଡସିନାଲ ଏସପି, ପୁରୀ ଟାଉନଥାନା ଆଇଆଇସି ଚାର୍ଜରେ ରହିବା ସହିତ ସବୁ ଛକରେ ଲୋକାଲ ପୁଲିସ ଜଣେ ରହିବେ । କିନ୍ତୁ ସି ବିଚ୍ ସବ ଇନ୍ସପେକ୍ଟର ସୁବାସିଶି ଦାସଙ୍କୁ ମିଡ଼ିଆ ଆଇକାର୍ଡ ଏବଂ ପାସ୍ ଦେଖାଇବା ପରେ ପୋଲିସି ବାବୁ ମୋଚୀସାହିଠାରୁ ଛାଡିବାକୁ ନାରାଜ । ବାବୁଙ୍କୁ ଏହି ବିଷୟରେ କହିବାରୁ ପୁରୀ ଏସପି କିଏସେ ମୁଁ ଜାଣେନାହିଁ । ତମ ଆଇକାର୍ଡ ପାସ ରଖ । ତମପାଖରେ ଆଧାର କାର୍ଡ ଅଛି ଜଦି ଦେଖାଅ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଛାଡିବା ପାଇଁ ଏ ପୁରୀ ଏସପି କିଏ ମୁଁ ଜାଣିନାହଁ ବୋଲି କହୁଛନ୍ତି । ଏଥିରୁ ସି ବିଚ୍ ସବଇନିସ୍ପେଟରଙ୍କର ଦାଦାଗିରି ସହଜରେ ବାରିହୋଇପଡୁଛି ।

Leave a Reply

Your email address will not be published.