ରୟାଲ ଇଲେଭେନ ପକ୍ଷରୁ ଦୀନବନ୍ଧୁ ଏବଂ ଶକ୍ତି ମେମୋରିଆଲ ଟ୍ରଫି ୨୦୨୨ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ରୟାଲ ଇଲେଭେନ ପକ୍ଷରୁ ଦୀନବନ୍ଧୁ ଏବଂ ଶକ୍ତି ମେମୋରିଆଲ ଟ୍ରଫି ୨୦୨୨ ତାଳବଣିଆ ସାରବାହା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦରାଜ୍ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ପ୍ରଥମ ଦିନର ମ୍ୟାଚ୍ ରେ ଛଇତନା କୁ ମସାଣିଚଣ୍ଡି ଟିମ୍ ଭେଟିଥିଲେ । ଛଇତନା ପ୍ରଥମେ ଟଚ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲେ ।ମସାଣିଚଣ୍ଡି ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫୩ ରନ ସଂଗ୍ରହ କରିପାରି ଥିଲା ।ଏହାର ଜବାବ ରେ ଛଇତନା ଟିମ୍ ନିର୍ଦ୍ଧାରିତ ଓଭର ରେ ୫୪ ରନ କରି ବିଜୟ ଲାଭ କରିଥିଲା ।

Leave a Reply

Your email address will not be published.