ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ ଚୂଡଙ୍ଗ ଗଡ ଅଧିଷ୍ଟ୍ରାତ୍ରି ଦେବୀ ମା’ କନକ ଦୁର୍ଗାଙ୍କ ମନ୍ଦିରର ରୂପରେଖ ବଦଳିବ । ପୁରୁଣା ଢାଞ୍ଚାକୁ ପରିବର୍ତ୍ତନ କରି ଚାଳିଶ ଫୁଟ ଉଚ୍ଚର କାରୁକାର୍ଯ୍ୟ ଖଚିତ ଆକର୍ଷିଣୀୟ ତ୍ଵରଣ ନିର୍ମିତ ହେବ। ବାରଙ୍ଗ ଅଞ୍ଚଳବାସୀଙ୍କ ସହଯୋଗ ଓ ଦାନ ଅର୍ଥରେ ନିର୍ମିତ ହେବାକୁ ଥିବା ତ୍ଵରାଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ଶିଳ୍ପପତି ତଥା ମନ୍ଦିରର ଟ୍ରଷ୍ଟି ସୁରେନ କୁମାର ଝୁନ୍ ଝୁନ୍ ୱ।ଲା। ସର୍ବସାଧାରଣରେ ଏହି ପ୍ରୟାସକୁ ଭୂୟସୀ ପ୍ରସଂଶା କରାଯାଇଛି।