ବାରଙ୍ଗ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟସରକାର ବିଜୁ ପକ୍କା ଘରଯୋଜନାରେ ବଦଳାଇ ଦିଆଯାଉଥିବା ଅଭିଯୋଗରେ ବାରଙ୍ଗ ବିଡିଓଙ୍କ ନିକଟରେ ୩୨ନଦମ୍ବର ଜୋନକ ବିଜେପି ଅଭିଯୋଗ କରିଛି। ଜନ ସାଧାରଣଙ୍କୁ ଭୁଆଁ ବୁଲାଇ ସ୍ଟିକର ମାରି ଦିଆଯାଉଥିବା ଅଭିଯୋଗରେ ବାରଙ୍ଗ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ୩୨ନମ୍ବର ଜୋନର ବିଜେପିକର୍ମୀ । ଯୁବ ବିଜେପି ନେତା ତୁଷାରକାନ୍ତ ଚ଼କ୍ରବର୍ତ୍ତିଙ୍କ ନେତୃତ୍ତ୍ଵରେ ବେଲଗଛିଆସମିତି ସଭ୍ୟ ଭୂପତି ଭୂଷଣ ପାଣି, ମୁଣ୍ଡଳୀ ସରପଞ୍ଚ ଶ୍ରୀକାନ୍ତ ଜେନା ଓକୃଷ୍ଣନାୟକଙ୍କ ସମେତକର୍ମୀ ବାରଙ୍ଗବିଡିଓ ପ୍ରଭାକରପଣ୍ଡାଙ୍କୁଦାବୀପତ୍ରପ୍ରଦାନକିଛନ୍ତି।