* ପ୍ରିୟ ସମସ୍ତେ, ୧୮ ବର୍ଷରୁ ୪୪ ବର୍ଷ ବୟସବର୍ଗଙ୍କ ପାଇଁ ଟୀକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ପଞ୍ଜୀକରଣ ଆରମ୍ଭ ହେଉଛି | ଦୟାକରି ନିମ୍ନଲିଖିତ ପଥ ଅନୁସରଣ କରନ୍ତୁ ଏବଂ ସେହି ଅନୁଯାୟୀ ପଞ୍ଜୀକରଣ ସମ୍ପୂର୍ଣ୍ଣ କରନ୍ତୁ। *
*1. www.cowin.gov.in* / aarogyasetu.gov.in
*2. Register /Sign in yourself*
*3. Entering Mobile No*
*4. OTP No*
*5. Write Adhar card No
*6. Name in Adhar card*
*7. Gender*
*8. Year of Birth*
*9. Register*