ଅନିର୍ଦ୍ଧିଷ୍ଟକାଳ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଘୋଷଣା କରିଛନ୍ତି କର୍ତୁପକ୍ଷ। ପୂର୍ବରୁ ନନ୍ଦନକାନନ କର୍ତ୍ତୁପକ୍ଷ ଚଳିତ ମଇ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ବନ୍ଦ ଘୋଷଣା କରିଥିଲେ।

Leave a Reply

Your email address will not be published.