ଯଶବନ୍ତ ଜେଠୱା ହେଲେ ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ

ଭୂବନେଶ୍ବର: ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ମୃତ୍ଯୁ ହେବା ପରେ ତାଙ୍କ ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯୋଗଦେଲେ ଯଶବନ୍ତ ଜେଠୱା । ଗତକାଲି ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଆଇପିଏସ ଯଶବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ରାଜ୍ୟରେ ଦୁର୍ନୀତି ନିବାରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ପୁର୍ବରୁ ଆଇପିଏସ ଯଶବନ୍ତ ଜେଠୱା ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ବରେ ଥିବା ବେଳେ କରୋନା ସଚେତନ ବାର୍ତା ଏବଂ କୋଭିଡ କଟକଣା ସମୟରେ ରାଜ୍ୟରେ କିପରି ଅତ୍ଯାବଶ୍ଯକ ଔସଧର କଳାବଜାରି ନହୁଏ ଏବଂ କରୋନା ଦ୍ବିତୀୟ ଲହରି ସମୟରେ ଅଭାବି ରାଜ୍ୟରେ ଅମ୍ଳଜାନ କିପରି ତ୍ବରିତ ବେଗରେ ସ୍ଥାନାନ୍ତରିତ କରାଯିବ ଆଦି କାର୍ଯ୍ୟରେ ନିୟୋଜିତ ହୋଇ ଲୋକ ଲୋଚନକୁ ଆସିଥିଲେ।ପୁର୍ବରୁ ଆଇପିଏସ ଯଶବନ୍ତ ଜେଠୱା ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ବରେ ଥିବା ବେଳେ କରୋନା ସଚେତନ ବାର୍ତା ଏବଂ କୋଭିଡ କଟକଣା ସମୟରେ ରାଜ୍ୟରେ କିପରି ଅତ୍ଯାବଶ୍ଯକ ଔସଧର କଳାବଜାରି ନହୁଏ ଏବଂ କରୋନା ଦ୍ବିତୀୟ ଲହରି ସମୟରେ ଅଭାବି ରାଜ୍ୟରେ ଅମ୍ଳଜାନ କିପରି ତ୍ବରିତ ବେଗରେ ସ୍ଥାନାନ୍ତରିତ କରାଯିବ ଆଦି କାର୍ଯ୍ୟରେ ନିୟୋଜିତ ହୋଇ ଲୋକ ଲୋଚନକୁ ଆସିଥିଲେ।

Leave a Reply

Your email address will not be published.