୧୬ରୁ ୨୦ ଯାଏ କ୍ୟାଣ୍ଡେଲ ମାର୍ଚ୍ଚ କରିବ ବିଜେପି

ଭୂବନେଶ୍ବର: ବିଦ୍ୟୁତ୍ ଦର ବୃଦ୍ଧି ନେଇ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ବିଦ୍ୟୁତ୍ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗକୁ ରାଜ୍ୟ ସରକାର ଘରୋଇ କମ୍ପାନୀକୁ ବିକ୍ର କରିଦେଇଥିବା ବେଳେ ଅଘୋଷିତ ବିଜୁଳିକାଟ ସମସ୍ୟାକୁ ନେଇ ଗତକାଲିଠୁ ରାଜ୍ୟ ବ୍ୟାପି ପ୍ରତିବାଦ ଆରମ୍ଭ କରିଛି ବିଜେପି । ଏସବୁ ମଧ୍ୟରେ ଜୁଲାଇ ୧୬ରୁ ୨୦ ଯାଏ ପାଞ୍ଚଦିନ ବ୍ୟାପି କ୍ୟାଣ୍ଡେଲ ମାର୍ଚ୍ଚ କରିବ ବିଜେପି ଯୁବମୋର୍ଚ୍ଚା । ଏନେଇ ସୂଚନା ଦେଇଛନ୍ତି ସଭାପତି ଇରାଶିଷ ଆଚାର୍ଯ୍ୟ ।

Leave a Reply

Your email address will not be published.