ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀରେ ଯୁବକଙ୍କ ମାରାଥନ ପଦଯାତ୍ରା, ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ଦାବ ପତ୍ର ପ୍ରଦାନ

କଟକ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀରେ ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକର ସତ୍ୟବ୍ରତ ଦାସ (୨୬)ଙ୍କର ମାରାଥନ ପଦଯାତ୍ରା।  ହାତରେ ଜାତୀୟ…