୬ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ) : ୬ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ…

ଦୁଇ ମୁଖ୍ୟଙ୍କ ଆଲୋଚନା ଫଳପ୍ରଦ, ଓଡ଼ିଶା ଓ ଆନ୍ଧପ୍ରଦେଶ ମିଳିମିଶି କରିବେ କାର୍ଯ୍ୟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ଗତକାଲି ଭୁବନେଶ୍ୱରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ…

ପୋଲିସ ନିଷ୍କ୍ରିୟତା ଅଭିଯୋଗରେ ଯୋରନ୍ଦା ଫାଣ୍ଡି ଘେରାଉ ଚେତାବନୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଗତ ଶନିବାର ରାତିରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମେଡିକାଲ ଛକରେ ଥିବା ସାହୁ ଭେରାଇଟି ଷ୍ଟୋରରେ…

ଔଷଧିୟ ଗୁଣରେ ଭରପୂର ତୁଳସୀ ପାଣିର ଉପକାରିତା ବିଷୟରେ ଜାଣନ୍ତୁ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ଆମେ ତୁଳସୀ ପାଣି ପିଇବାର ଉପକାର ନେଇଆସିଛୁ । ଯଦିଓ ତୁଳସୀଙ୍କୁ ହିନ୍ଦୁ ଧର୍ମରେ…

ଆଜିର ରାଶିଚକ୍ର

ଆଜିର ପଞ୍ଜିକା ଅଦ୍ୟ ନଭେମ୍ବର ମାସ ୧୦ ତାରିଖ ୨୦୨୧ ମସିହା(ବୁଧବାର) ଶକାବ୍ଦ -୧୯୪୩ ସମ୍ବତ -୨୦୭୮ ସାଲ-୧୪୨୯ ସମ୍ବତ୍ସର-ରାକ୍ଷସ କାର୍ତ୍ତିକ-…

ଚଳିତବର୍ଷ ହେବ ନାହିଁ ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲାପାଳ

କଟକ, (ନାଗରାଜ ନ୍ୟୁଜ ): କୋଭିଡ ନେଇ ଗତବର୍ଷ ଭଳି ମଧ୍ୟ ଚଳିତବର୍ଷ ମଧ୍ୟ ହେବ ନାହିଁ ବାଲିଯାତ୍ରା । ଚଳିତବର୍ଷ…

ପ୍ରକାଶ ପାଇବ ଓଜେଇଇ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ ମଙ୍ଗଳବାର ଦିନିକିଆ…