୧୧ ବର୍ଷ ପିଲା ହାତରେ ପରିବାର ବୋଝ, କଟକ ସହରରେ ବୁଲିବୁଲି ଚା’ ବେପାର 

କଟକ, (ନାଗରାଜ ନ୍ୟୁଜ): ହାତରେ ବହିଖାତା ବଦଳରେ ଦେଖିବାକୁ ମିଳୁଛି ଚା’ କେଟିଲି ଏବଂ ଆଖିରୁ ତାର ସ୍ପଷ୍ଟ ବାରି ହେଉଛି…

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

କଟକ, (ନାଗରାଜ ନ୍ୟୁଜ): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ୫ ରୁ ୮ ତାରିଖ ପର୍ୟ୍ୟନ୍ତ…

ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ ): ନକଲି କାରବାରର ହବ ପାଲଟିଛି କଟକ । ଆଜି ସକାଳୁ କଟକ ଜଗତପୁର ଥାନା ଅନ୍ତର୍ଗତ…

ନୂଆବର୍ଷରେ ଦେଓଝର ପିକନିକ ହେଲା କାଳ 

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ବୁଲିବାକୁ ଆସି ଜିନ୍ଦଲ କର୍ମଚାରୀଙ୍କ ମୃତ୍ୟୁ ।…

ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ବଂଶଲ

କଟକ, (ନାଗରାଜ ନ୍ୟୁଜ): ଓଡ଼ିଶାର ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ବଂଶଲ । ୧୯୮୭ ମସିହା ବ୍ୟାଚ୍‌…

ଜିରୋ ନାଇଟ ସେଲିବ୍ରେସନ, କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ହେବ ଚେକିଂ ଓ ବ୍ଲକିଂ

କଟକ, (ନାଗରାଜ ନ୍ୟୁଜ): ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କଟକ କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି । ଜୋରଦାର ହେବ…

ଅଲ୍ ଓଡ଼ିଶା ଲୟର୍ସ ଅସୋସିଏସନର ସୁବର୍ଣ୍ଣ ଜୟନ୍ତୀ ସମାରୋହ

କଟକ,(ନାଗରାଜ ନ୍ୟୁଜ): ଅଲ୍ ଓଡ଼ିଶା ଲୟର୍ସ ଅସୋସିଏସନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓଡ଼ିଶାର ପ୍ରଥମ ବାରିଷ୍ଟର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟି…

କଟକ -ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଘଟଣା ସ୍ଥଳରେ ଉତ୍ତେଜନା

କଟକ, (ନାଗରାଜ ନ୍ୟୁଜ ): ଟ୍ରକ ଧକ୍କାରେ ବାଇକ ଚାଳକର ମୃତ୍ୟୁ । ଘଟଣା ସ୍ଥଳରେ ଉତ୍ତେଜନା । ସୂଚନା ଅନୁଯାୟୀ…

କଟକରେ ଦୁଇଟି ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ, (ନାଗରାଜ ନ୍ୟୁଜ ): କଟକ ସହରାଞ୍ଚଳ ପୋଲିସ ଅଧୀନରେ ଯୋଡି ହେଲା ଆଉ ଦୁଇଟି ନୂଆ ଥାନା । ଗୋଟିଏ…

ଇଣ୍ଡିଆ ଲାୟରସ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୧ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ

ଚୌଦ୍ଵାର,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ଟାଙ୍ଗୀ ଡ୍ରିମ୍ସ୍ ଷ୍ଟାଡିୟମରେ ୨୪ତମ ଅଲ୍ ଇଣ୍ଡିଆ ଲାୟରସ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୧ର ଫାଇନାଲ ମ୍ୟାଚ୍…