ଲଘୁଚାପ ପ୍ରଭାବରେ ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୂବନେଶ୍ବର: (ନାଗରାଜ ନ୍ୟୂଜ୍)ଲଘୁଚାପ ପ୍ରଭାବରେ ଓଡିଶାରେ ୨-୩ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ…

ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବିପୁଳ ସମର୍ଥନ

ନୂଆଦିଲ୍ଲୀ: ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବିପୁଳ ସମର୍ଥନ ମିଳିଛି । ସୂଚନା ଅନୁଯାୟୀ କରୋନା ମହାମାରୀ ମଧ୍ୟରେ ବ୍ରିଟେନରେ ଜାରି ୭ଟି…

ରେଳ କାର୍ଯ୍ୟରେ ଯୋଗ ଦେବେ ମହିଳା, ଟ୍ୱିଟ କରି ଜଣାଇଲେ ପିୟୂଷ ଗୋୟଲ

ନୂଆଦିଲ୍ଲୀ: ନାରୀଙ୍କୁ ରେଳରେ ମିଳିଛି ସ୍ଥାନ । ରେଳ ଇଞ୍ଜିନ କାର୍ଯ୍ୟରେ ମହିଳା ଯୋଗ ଦେବେ ବୋଲି ରେଳମନ୍ତ୍ରୀ ପିୟୂଷ ଗୋୟଲ…

ଖୋର୍ଦ୍ଧାରୁ ୬ ମୁଣ୍ଡ ନେଇଛି କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି ।…

ରାଜ୍ୟରେ ହ୍ରାସ ପାଇବାରେ ଲାଗିଛ କରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏବେ ଦୀର୍ଘଦିନ ବ୍ୟବଧାନରେ ପାଞ୍ଚହଜାର ତଳେ ରହୁଛି…

ଜନଜାତି ଶବର ମହାସଂଘର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର

ଭୁବନେଶ୍ବର: ବର୍ତ୍ତମାନ ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ଗୁଗୁଲ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜର ମହାସଭା…

ଭୂଜାଲିରେ ହାଣି ଝିଅକୁ ହତ୍ୟା କଲା ବାପା

ସମ୍ବଲପୁର: ଜନ୍ମ କଲା ବାପାର ଉନ୍ମୁକ୍ତ କାଣ୍ଡ । ଭୂଜାଲିରେ ହାଣି ଝିଅକୁ ହତ୍ୟା କରିଛି ବାପା । ଏଭଳି ଲୋମଟାଙ୍କୁରା…

ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜ୍ୟରେ କିନରମାନେ ହେବେ ପୋଲିସରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟରେ କିନ୍ନରମାନଙ୍କୁ ଏକ ସମ୍ମାନଯୋଗ୍ୟ ପରିଚୟ ଦେବା ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପ୍ରୟାସ ସଦା ଜାରୀ ରହିଛି । ଏସବୁ…

୧୮ ତାରିଖରେ ହୋଇପାରେ ୟୁଜି ଓ ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ନିଷ୍ପତ୍ତି

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ପିଲାଙ୍କ ପାଠ ପଢାକୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି । ଜୀବନ, ଜିବିକା ସହ ଏଠି…

ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ ସହିଦ

ଜାମ୍ମୁ: ପୁଣି ଜାମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ଜାମ୍ମୁ କାଶ୍ମୀରରେ ବହୁ ସମୟରେ ଆତଙ୍କବାଦୀ ଓ…