ସୁର୍ଡ଼ାରେ ଆଦିବାସୀ ମେଳି ଅନୁଷ୍ଠିତ

ଟିଟଲାଗଡ଼, (ନାଗରାଜ ନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ଟିଟିଲାଗଡ଼ ବ୍ଲକ ସୁର୍ଡ଼ା ଗାଁରେ ଉପଖଣ୍ଡ ସ୍ତରୀୟ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି…

କିସ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ ): ଆଦିବାସୀ ଭବନ ଠାରେ କିସ ଆଦିବାସୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁଣି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ…

ରାସ୍ତାର ଅବସ୍ଥା ଶୋଚନୀୟ, ଶୁଣୁଣି ପ୍ରଶାସନ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ବ୍ଲକ ନିକଟସ୍ଥ ନାରେନ ଗ୍ରାମର ଉଚ୍ଚ ବିଦ୍ୟାଳୟ ରାସ୍ତାର ଅବସ୍ଥା ଦୀର୍ଘ ୨୦ ବର୍ଷ ହେବ…

ମାନିଗାଁରେ ବିଶାଳ ଆଦିବାସୀ ସମ୍ମିଳନୀ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାନିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶାଳ ଆଦିବାସୀ…

ନେହେରୁ ଯୁବକେନ୍ଦ୍ର ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ ): ଟିଟିଲାଗଡ଼ ବ୍ଲକର ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ କ୍ୟାମ୍ପସ ଓ ଅଙ୍ଗନବାଡି କେନ୍ଦ୍ର ଭିତର ପରିସରରେ ନେହେରୁ…

ଶଗଡଘାଟରେ ବ୍ଲକ ସ୍ତରୀୟ ବିଶାଳ ଆଦିବାସୀ ମେଳା

  ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଜିଲ୍ଳା ଆଦିବାସୀ କଲ୍ୟାଣ ସଙ୍ଘର ଆହ୍ୱାନ କ୍ରମେ ଟିଟିଲାଗଡ଼ ବ୍ଲକ ସ୍ତରୀୟ ବିଶାଳ ସଶସ୍ତ୍ର ସାଂସ୍କୃତିକ…

କେନ୍ଦ୍ର ରେଳ ମନ୍ତ୍ରୀଙ୍କର ଜନ ଆଶୀର୍ବାଦ ଯାତ୍ରା

ଟିଟଲାଗଡ, (ନାଗରାଜ ନ୍ଯୁଜ): ଭାରତ ସରକାରଙ୍କ ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଆଶ୍ୱିନୀ ବୈଷ୍ଣବଙ୍କ ଜନ ଆଶୀର୍ବାଦ…

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଟିଟିଲାଗଡ, (ସରୋଜ ପୁଝାରୀ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ବ୍ଲକ ସଭାପତି ଶ୍ରୀ ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଆଜି ବିଶ୍ୱ…

ନିମୁର୍ଲା ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାସଭା

ଟିଟିଲାଗଡ, (ସରୋଜ ପୁଝାରୀ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଦିଗଶିରା ପଞ୍ଚାୟତ ଅଧିନସ୍ଥ ନିମୁର୍ଲା ଗାଁରେ ଗୁଣୀ ଗାରେଡି ଭଳି ସମସ୍ୟା…

ମେଡିକାଲ କଲେଜରେ ୨୨.୫୦% ସିଟ ସଂରକ୍ଷଣ ଦାବିରେ ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ

ଟିଟିଲାଗଡ, (ସରୋଜ ପୁଝାରୀ): ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର କାର୍ଯ୍ୟ କାରିଣୀ ବୈଠକ ସଙ୍ଘର ବ୍ଲକ…